ଅର୍ଥ : ହସ୍ତରେଖାର ଜ୍ଞାତା
ଉଦାହରଣ :
ହସ୍ତରେଖା ବିଶାରଦଙ୍କ ଅନୁସାରେ ମୋର ଜୀବନ ରେଖା ବହୁତ ଛୋଟ
ସମକକ୍ଷ : ହସ୍ତରେଖା ପଣ୍ଡିତ, ହସ୍ତରେଖାଶାସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
हस्तरेखाओं का जानकार।
हस्तरेखाशास्त्री के अनुसार मेरी जीवन रेखा बहुत छोटी है।