ଅର୍ଥ : ଗାଢ଼ ସବୁଜ ରଙ୍ଗ ବା ଅଙ୍ଗାରଭଳି ରଙ୍ଗର ଏକ ବଗୁଲା ପକ୍ଷୀ
ଉଦାହରଣ :
କାଣ୍ଟିଆ ବଗ ବିଶେଷକରି ଭାରତ ଓ ଶ୍ରୀଲଙ୍କାରେ ଦେଖାଯାଏ
ସମକକ୍ଷ : କାଣ୍ଟି ବଗ, କାଣ୍ଟିଆ ବଗ
ଅନ୍ୟ ଭାଷାରେ ଅନୁବାଦ :
गहरे हरे रंग का या काले राख के से रंग का एक बकुला।
काँच बगला विशेषकर भारत और श्रीलंका में पाया जाता है।