ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହଂସ ଭଳି ମନମୋହକ ଏବଂ ଧୀର ଚାଲି
ଉଦାହରଣ : ନାୟିକା ହଂସଗତିରେ ଚାଲିଚାଲି ମଞ୍ଚ ଉପରକୁ ଆସିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
हंस के जैसी मनमोहक और धीमी चाल।
ଅର୍ଥ : କୋଡିଏ ମାତ୍ରା ଥିବା ଗୋଟିଏ ଛନ୍ଦ
ଉଦାହରଣ : ହଂସଗତିରେ ଏକାଦଶତମ ମାତ୍ରା ଉପରେ ବିରାମ ରହେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक छंद जिसमें बीस मात्राएँ होती हैं।
(prosody) a system of versification.
ସଂସ୍ଥାପନ କରନ୍ତୁ