ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାର୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାର୍ଥୀ   ବିଶେଷ୍ୟ

ଅର୍ଥ : ଯାହା ସ୍ୱାର୍ଥରେ ଭରା ହୋଇଛି ବା ନିଜ ମତଲବ ବାହାର କରିବା ବ୍ୟକ୍ତି

ଉଦାହରଣ : ଆଜିର ସମାଜ ସ୍ୱାର୍ଥୀମାନଙ୍କରେ ଭରା

ସମକକ୍ଷ : ମତଲବୀ, ସ୍ୱାର୍ଥପର


ଅନ୍ୟ ଭାଷାରେ ଅନୁବାଦ :

वह जो स्वार्थ से भरा हुआ हो या अपना मतलब निकालनेवाला हो।

आज का समाज स्वार्थियों से भरा हुआ है।
अपकाजी, आत्मग्राही, ख़ुदग़रज़, ख़ुदग़र्ज़, खुदगरज, खुदगर्ज, खुदपरस्त, तनपोषक, फसलीकौवा, मतलब परस्त, मतलबपरस्त, मतलबिया, मतलबी, स्वार्थपर, स्वार्थी

A conceited and self-centered person.

egoist, egotist, swellhead

ସ୍ୱାର୍ଥୀ   ବିଶେଷଣ

ଅର୍ଥ : ନିଜ ଲାଭପାଇଁ ସବୁବେଳେ ଉପଯୁକ୍ତ ସମୟ ଅପେକ୍ଷାରେ ରହୁଥିବା ଲୋକ

ଉଦାହରଣ : ସୁବିଧାବାଦୀ ବ୍ୟକ୍ତି ବିଶ୍ୱାସର ପାତ୍ର ନୁହେଁ

ସମକକ୍ଷ : ସୁବିଧାବାଦୀ


ଅନ୍ୟ ଭାଷାରେ ଅନୁବାଦ :

अपने लाभ के लिए सदा उपयुक्त अवसर की ताक में रहनेवाला।

अवसरवादी व्यक्ति विश्वास का पात्र नहीं होता।
अवसर साधक, अवसरवादी, जमानासाज, ज़मानासाज़, मौकापरस्त

Taking immediate advantage, often unethically, of any circumstance of possible benefit.

opportunist, opportunistic, timeserving