ଅର୍ଥ : ସ୍ମୃତିହୀନ ଅବସ୍ଥା ବା ଭାବ
ଉଦାହରଣ :
ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ସ୍ମୃତିହୀନତା ଦେଖାଦେଇଛି
ଅନ୍ୟ ଭାଷାରେ ଅନୁବାଦ :
स्मृतिहीन होने की अवस्था या भाव।
सिर पर गहरी चोट लगने के कारण वह स्मृतिहीनता से ग्रस्त है।Unawareness caused by neglectful or heedless failure to remember.
His forgetfulness increased as he grew older.