ଅର୍ଥ : ମହାଭାରତ ସମୟର ଜଣେ ରାଜା ଯେ ଦୁର୍ଯୋଧନଙ୍କ ଭିଣୋଇ ଥିଲେ ଏବଂ ଅର୍ଜୁନଙ୍କ ହାତରେ ମରିଥିଲେ
ଉଦାହରଣ :
ଚକ୍ରବ୍ୟୂହର ପ୍ରଥମ ଦ୍ୱାର ଠାରେ ହିଁ ଜୟଦ୍ରଥ ଯୁଧିଷ୍ଠିର,ଭୀମ,ନକୁଳ ଏବଂ ସହଦେବଙ୍କୁ ଅଟକାଇ ରଖିଥିଲେ
ସମକକ୍ଷ : ଜୟଦ୍ରଥ, ତନ୍ତ୍ରିପାଳକ, ସିନ୍ଧୁରାଜ
ଅନ୍ୟ ଭାଷାରେ ଅନୁବାଦ :
महाभारत के समय का एक राजा जो दुर्योधन का बहनोई था और अर्जुन के हाथों मारा गया था।
जयद्रथ ने चक्र-व्यूह के प्रथम द्वार पर ही युधिष्ठिर, भीम, नकुल और सहदेव को रोक रखा था।An imaginary being of myth or fable.
mythical being