ଅର୍ଥ : ଯେଉଁ ସ୍ଥାନରେ ଗରିବମାନଙ୍କ ବିକାଶପାଇଁ ବିଭିନ୍ନ ପ୍ରକାରର କାମ କରାଯାଏ
ଉଦାହରଣ :
ସେବାଶ୍ରମରେ ରୋଜଗାରର ନୂଆ ସୁଯୋଗ ବିଷୟରେ ବିସ୍ତୃତଭାବେ ଆଲୋକପାତ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ गरीबों के विकास के लिए विभिन्न प्रकार के काम किए जाते हैं।
सेवाश्रम में रोजगार के नए अवसरों पर विस्तार से प्रकाश डाला गया।