ଅର୍ଥ : ବୀମା କରୁଥିବା ବ୍ୟକ୍ତିଙ୍କ ଦ୍ବାରା ବୀମା କମ୍ପାନୀକୁ ଦିଆ ଯାଉଥିବା ସମ୍ପୂର୍ଣ୍ଣ ପରିମାଣ
ଉଦାହରଣ :
ମୋ ରୋଜଗାରର ବହୁତ ବଡ ଅଂଶ ସୁରକ୍ଷା ରାଶି ରୂପରେ ଚାଲି ଯାଉଛି
ଅନ୍ୟ ଭାଷାରେ ଅନୁବାଦ :
बीमा कराने वाले व्यक्ति के द्वारा बीमा कंपनी को दी जाने वाली कुल राशि।
मेरी कमाई का बहुत बड़ा हिस्सा सुरक्षा राशि के रूप में चला जाता है।