ଅର୍ଥ : କାହା ପକ୍ଷରେ କିଛି ଅନୁକୂଳ ଅନୁରୋଧ
ଉଦାହରଣ :
ନେତାଜୀ ରାମର ଚାକିରିପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କଲେ
ଅନ୍ୟ ଭାଷାରେ ଅନୁବାଦ :
Something that recommends (or expresses commendation of) a person or thing as worthy or desirable.
good word, recommendation, testimonial