ଅର୍ଥ : ଯାହା ହଜମ ଯୋଗ୍ୟ
ଉଦାହରଣ :
ଆମର ସର୍ବଦା ସୁପାଚ୍ୟ ଖାଦ୍ୟ ଖାଇବା ଉଚିତ
ସମକକ୍ଷ : ପାଚ୍ୟ
ଅନ୍ୟ ଭାଷାରେ ଅନୁବାଦ :
Capable of being converted into assimilable condition in the alimentary canal.
digestibleଅର୍ଥ : ଯାହା ଅତି ସହଜରେ ହଜମ ହୋଇଯାଏ
ଉଦାହରଣ :
ଖେଚୁଡ଼ି ଏକ ସୁପାଚ୍ୟ ଭୋଜନ
ସମକକ୍ଷ : ପଥ୍ୟ, ଲଘୁପାକ, ସହଜପାଚ୍ୟ, ହଜମଦାୟକ
ଅନ୍ୟ ଭାଷାରେ ଅନୁବାଦ :
जो आसानी से पच जाये।
खिचड़ी एक सुपाच्य भोजन है।Capable of being converted into assimilable condition in the alimentary canal.
digestible