ଅର୍ଥ : ବିବାହ ସମୟରେ ବରଦ୍ୱାରା କନ୍ୟାର ସିନ୍ଥିରେ ସିନ୍ଦୂର ଭରିବା କ୍ରିୟା
ଉଦାହରଣ :
ହିନ୍ଦୁ ବିବାହରେ ସିନ୍ଦୂର ଦାନର ବିଶେଷ ମହତ୍ତ୍ୱ ରହିଛି
ସମକକ୍ଷ : ସିଂଦୂର ଦାନ
ଅନ୍ୟ ଭାଷାରେ ଅନୁବାଦ :
विवाह के समय वर का कन्या की माँग में सिंदूर भरने की क्रिया।
हिंदू विवाह में सिंदूरदान का विशेष महत्व है।