ଅର୍ଥ : ସିଂହଳ ଦ୍ୱୀପର ଭାଷା
ଉଦାହରଣ :
ଶ୍ରୀଲଙ୍କାରେ ସିଂହଳୀ ତଥା ତାମିଲ ଦୁଇଟି ଯାକ ଭାଷା ହିଁ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସିଂହଳ ଦ୍ୱୀପର ନିବାସୀ
ଉଦାହରଣ :
ସିଁହଳୀ ଏବଂ ତାମିଲ ଦୁହେଁ ହିଁ ଶ୍ରୀଲଙ୍କା ସମସ୍ୟାର ଶିଘ୍ର ସମାଧାନ ନିମନ୍ତେ ଇଚ୍ଛୁକ
ସମକକ୍ଷ : ଶ୍ରୀଲଙ୍କାବାସୀ
ଅନ୍ୟ ଭାଷାରେ ଅନୁବାଦ :
सिंहल द्वीप में रहनेवाला व्यक्ति।
सिंहली और तमिल दोनों ही श्रीलंका की समस्या के शीघ्र हल के इच्छुक हैं।ଅର୍ଥ : ଯେଉଁ ଲିପିରେ ପାଲି, ସିଂହଳୀ ଆଦି ଭାଷାଗୁଡ଼ିକ ଲେଖାଯାଏ
ଉଦାହରଣ :
ସେ ସିଂହଳୀରେ ଲେଖା ଶବ୍ଦଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରୁଛି
ସମକକ୍ଷ : ସିଂହଳ ଲିପି, ସିଂହଳୀ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें पाली, सिंहली आदि भाषाएँ लिखी जाती हैं।
वह सिंहली में लिखे शब्दों को पढ़ने का प्रयत्न कर रहा है।ଅର୍ଥ : ସିଂହଳ ଦ୍ୱୀପର ବା ସିଂହଳ ଦ୍ୱୀପ ସହିତ ସଂବନ୍ଧିତ
ଉଦାହରଣ :
ସିଂହଳୀ ସମସ୍ୟା ଦେଶର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି
ଅନ୍ୟ ଭାଷାରେ ଅନୁବାଦ :
सिंहल द्वीप का या वहाँ के निवासी, भाषा, संस्कृति इत्यादि से संबंधित।
सिंहली समस्या देश के विकास में रुकावट पैदा कर रही है।Of or relating to Sri Lanka (formerly Ceylon) or its people or culture.
Sri Lankan beaches.ଅର୍ଥ : ସିଂହଳୀ ଭାଷା ସଂବନ୍ଧୀ ବା ସିଂହଳୀ ଭାଷାର
ଉଦାହରଣ :
ମୁଁ ସିଂହଳୀ ସାହିତ୍ୟ ପଢ଼ିବାରେ ରୁଚି ରଖେ
ଅର୍ଥ : ସିଂହଳ ଦ୍ୱୀପରେ ରହୁଥିବା ବ୍ୟକ୍ତି
ଉଦାହରଣ :
ବୋମା ବିସ୍ଫୋଟରେ କେତେକ ସିଂହଳୀ ସିପାହୀ ମରିଗଲେ