ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ରାଗିଣୀ
ଉଦାହରଣ : ସେ ସାମନ୍ତୀ ଗାଉଛି
ସମକକ୍ଷ : ସାମଂତୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक रागिनी।
Any of various fixed orders of the various diatonic notes within an octave.
ଅର୍ଥ : ସାମନ୍ତ-ସମ୍ବନ୍ଧୀ ବା ସାମନ୍ତର
ଉଦାହରଣ : ଲୋକମାନେ ସାମନ୍ତୀୟ ଆଦେଶକୁ ଅଗ୍ରାହ୍ୟ କଲେ
ସମକକ୍ଷ : ସାଆଂତିଆ, ସାଆନ୍ତିଆ, ସାମଂତୀ, ସାମଂତୀୟ, ସାମନ୍ତୀୟ
सामंत-संबंधी या सामंत का।
Of or relating to or characteristic of feudalism.
ସଂସ୍ଥାପନ କରନ୍ତୁ