ଅର୍ଥ : ଯେଉଁ ମତବାଦଦ୍ୱାରା ସାମନ୍ତ, ସର୍ଦ୍ଦାର ଓ ଜମିଦାରମାନଙ୍କର କୃଷକ ଓ ଜମିବାଡ଼ି ଉପରେ ପୂରା ଅଧିକାର ଥାଏ
ଉଦାହରଣ :
ୟୁରୋପରେ ଅଷ୍ଟମ ଶତାଦ୍ଦୀରେ ସାମନ୍ତବାଦ ପ୍ରଚଳନ ଥିଲା
ଅନ୍ୟ ଭାଷାରେ ଅନୁବାଦ :
The social system that developed in Europe in the 8th century. Vassals were protected by lords who they had to serve in war.
feudal system, feudalism