ଅର୍ଥ : ଯେ ସାମନ୍ତବାଦର ସମର୍ଥନକାରୀ
ଉଦାହରଣ :
ସେ ସାମନ୍ତବାଦୀମାନଙ୍କୁ ଭୀଷଣ ଭାବେ ନିନ୍ଦା କଲେ
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାମନ୍ତବାଦ ସମ୍ବନ୍ଧୀୟ
ଉଦାହରଣ :
ସାମନ୍ତବାଦୀ ଗତିବିଧିଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାମନ୍ତବାଦର ସପକ୍ଷବାଦୀ
ଉଦାହରଣ :
ସେ ଜଣେ ପକ୍କା ସାମନ୍ତବାଦୀ
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :