ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାତଲକ୍ଷିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାତଲକ୍ଷିଆ   ବିଶେଷଣ

ଅର୍ଥ : ସାତଲକ୍ଷର ବା ଯାହାର ମୂଲ୍ୟ ସାତଲକ୍ଷ

ଉଦାହରଣ : ଜହୁରୀ ଦୋକାନରୁ ଗୋଟିଏ ସାତଲକ୍ଷିଆ ହାର ଚୋରୀ ହୋଇ ଯାଇଛି

ସମକକ୍ଷ : ସାତଲକ୍ଷଟଙ୍କିଆ


ଅନ୍ୟ ଭାଷାରେ ଅନୁବାଦ :

सात लाख का या जिसका मूल्य सात लाख हो।

जौहरी की दूकान से एक सतलखा हार चोरी हो गया है।
सतलखा