ଅର୍ଥ : ଯେଉଁ ଶାସ୍ତ୍ରରେ ଚିତ୍ତବୃତ୍ତି ବା ମନରେ ଉଠୁଥିବା ବିଚାର ଆଦିର ବିବେଚନା ହୋଇଥାଏ
ଉଦାହରଣ :
ସେ ମନୋବିଜ୍ଞାନର ଛାତ୍ର
ସମକକ୍ଷ : ମନୋବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
वह शास्त्र जिसमें चित्त की वृत्तियों या मन में उठने वाले विचारों आदि का विवेचन होता है।
वह मनोविज्ञान का छात्र है।