ଅର୍ଥ : ତନ୍ତର ସୂତା ତଳ ଉପର ହେବା ପ୍ରକ୍ରିୟା
ଉଦାହରଣ :
ସାଁଥୀ ଦେଖି ପିଲାଟି ଖୁସି ହେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତନ୍ତରେ ଲାଗୁଥିବା ଗୋଟିଏ କାଠ
ଉଦାହରଣ :
ସାଁଥୀକୁ ସୁତରା ଠାରୁ ଅଲଗା କରାଯାଇଥାଏ
ଅନ୍ୟ ଭାଷାରେ ଅନୁବାଦ :