ଅର୍ଥ : ସର୍ବବିଦ୍ୟମାନ ହେବାର ଗୁଣ ବା ଅବସ୍ଥା
ଉଦାହରଣ :
ଈଶ୍ୱରଙ୍କ ସର୍ବବ୍ୟାପିତାରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି
ସମକକ୍ଷ : ସର୍ବବ୍ୟାପିତା
ଅନ୍ୟ ଭାଷାରେ ଅନୁବାଦ :
सर्वविद्यमान होने का गुण या अवस्था।
ईश्वर की सर्वविद्यमानता में मुझे पूर्ण विश्वास है।The state of being everywhere at once (or seeming to be everywhere at once).
omnipresence, ubiquitousness, ubiquity