ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ଚ୍ଚ୍ ଇଞ୍ଜିନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଗୋଟିଏ କମ୍ପ୍ୟୁଟର୍ ପୋଗ୍ରାମ୍ ଯାହା ଡାଟାବେସ୍ ବା କମ୍ପ୍ୟୁଟର୍ ନେଟ୍ୱାର୍କ୍ (ବିଶେଷକରି ଇଣ୍ଟରନେଟରେ) ରେ ଦସ୍ତାବିଜ୍ ବା ଫାଇଲ୍ (ସଂଚିକା) ବା ତଥ୍ୟ (ଡାଟା)କୁ ପୁନଃପ୍ରାପ୍ତ କରେ

ଉଦାହରଣ : ନେଟରେ କିଛି ସର୍ଚ୍ଚ୍ ଇଞ୍ଜିନ୍ ରହିଛି


ଅନ୍ୟ ଭାଷାରେ ଅନୁବାଦ :

एक कम्प्यूटर प्रोग्राम जो डाटाबेस या कम्प्यूटर नेटवर्क (विशेषकर इंटरनेट से) से दस्तावेज़ों या फाइलों (संचिका) या आँकड़ों (डाटा) को पुनः प्राप्त करता है।

नेट पर कई सर्च इंजन होते हैं।
खोज इंजन, सर्च इंजन

A computer program that retrieves documents or files or data from a database or from a computer network (especially from the internet).

search engine