ଅର୍ଥ : କଥାବାର୍ତ୍ତା କରିବାର ଅବସ୍ଥା ବା ଭାବ
ଉଦାହରଣ :
ପିତାମାତାଙ୍କୁ ନିଜ ପିଲାଙ୍କସହ ନିରନ୍ତର ସମ୍ଭାଷଣଶୀଳତା ବଜାୟ ରଖିବା ଉଚିତ
ସମକକ୍ଷ : କଥାବାର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
संवादशील होने की अवस्था या भाव।
माता-पिता को अपने बच्चों के साथ निरंतर संवादशीलता बनाये रखना चाहिए।