ଅର୍ଥ : ଅଭିଶାପ ରୂପରେ ଗାଳିଦେବା
ଉଦାହରଣ :
ସକୀଲା ନିଜ ସ୍ୱାମୀଙ୍କୁ ସବୁବେଳେ ସମ୍ପୂଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ଅନିଷ୍ଟ କାମନା କରି କିଛି କହିବା
ଉଦାହରଣ :
ଋଷି କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ
ସମକକ୍ଷ : ଅଭିଶାପ ଦେବା, ଅଭିସଂପାତ ଦେବା, ଶ୍ରାପ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी की अनिष्ट की कामना से कुछ कहना।
ऋषि ने क्रुद्ध होकर उसे शाप दिया।