ଅର୍ଥ : ଯାହାର ସମାଧାନ ହୋଇପାରିବ
ଉଦାହରଣ :
ସମାଧାନ ଯୋଗ୍ୟ ମାମଲାର ସମାଧାନପାଇଁ ବିଚାରାଳୟକୁ ଯିବା ଜରୁରୀ ନୁହେଁ
ସମକକ୍ଷ : ସମାଧାନ ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
Capable of being settled or resolved.
All disputed points are potentially resolvable.