ଅର୍ଥ : କେତେକ ବିଶେଷ ପ୍ରକାରର ଉପଭୋକ୍ତା, ବ୍ୟବସାୟୀ ଆଦି ପରସ୍ପର ମିଶି ସମସ୍ତଙ୍କ ଉପକାର ପାଇଁ ଯେଉଁ ସମିତି ବା ସଂସ୍ଥାକୁ ଗଠନ କରନ୍ତି ଓ ଯାହା ମାଧ୍ୟମରେ ସେମାନେ କେତେକ ଜିନିଷ ତିଆରି, ବିକ୍ରି ଆଦିର ବ୍ୟବସ୍ଥା କରନ୍ତି
ଉଦାହରଣ :
ସମବାୟ ସଂସ୍ଥାରେ ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷ ଶସ୍ତାରେ ମିଳେ
ସମକକ୍ଷ : ସମବାୟ ସମିତି
ଅନ୍ୟ ଭାଷାରେ ଅନୁବାଦ :
वह समिति या संस्था जो कुछ विशेष प्रकार के उपभोक्ता,व्यवसाई आदि आपस में मिलकर सबके हित के लिए बनाते हैं और जिसके द्वारा वे कुछ चीज़े बनाने,बेचने आदि की व्यवस्था करते हैं।
सहकारी संस्था में रोज़मर्रा की चीज़े सस्ती मिलती हैं।