ଅର୍ଥ : ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ସଂସ୍ଥା ବା ବ୍ୟକ୍ତି
ଉଦାହରଣ :
ଆଜିକାଲି ବଜାରରେ ଇଣ୍ଟରନେଟ୍ ସେବାପ୍ରଦାନକାରୀଙ୍କ ସଂଖ୍ୟା ବଢିଚାଲିଛି
ସମକକ୍ଷ : ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍, ଇଣ୍ଟରନେଟ୍ ସେବା ପ୍ରଦାନ
ଅନ୍ୟ ଭାଷାରେ ଅନୁବାଦ :
वह संस्था, व्यक्ति आदि जो इंटरनेट सेवा प्रदान करे।
आजकल बाजार में इंटरनेट सेवा प्रदाताओं की बाढ़ आ गई है।