ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଷଷ୍ଠ ଶ୍ରେଣୀର ଉପର ଶ୍ରେଣୀ
ଉଦାହରଣ : ମୋହନ ସପ୍ତମରେ ପଢ଼ୁଛି
ସମକକ୍ଷ : ସପ୍ତମ ଶ୍ରେଣୀ
ଅର୍ଥ : ଗଣନାରେ ସାତ ସ୍ଥାନରେ ଆସୁଥିବା ସଂଖ୍ୟା
ଉଦାହରଣ : ଶିକ୍ଷକ ପିଲାମାନଙ୍କୁ ସପ୍ତମ ଶ୍ଲୋକଟି ବୋଲିବାକୁ କହିଲେ
ସମକକ୍ଷ : ୭ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
गणना में सात के स्थान पर आने वाला।
Coming next after the sixth and just before the eighth in position.
ସଂସ୍ଥାପନ କରନ୍ତୁ