ଅର୍ଥ : ଯେଉଁ ପଦାର୍ଥର ସତ୍ତା ନାହିଁ
ଉଦାହରଣ :
ହିନ୍ଦୁ ଦର୍ଶନ ଅନୁସାରେ ଯାହା ଆମକୁ ଜାଗ୍ରତ ଅବସ୍ଥାରେ ଦେଖାଯାଏ, ତାହା ବି ସୁପ୍ତାବସ୍ଥାରେ ଅସ୍ତିତ୍ୱହୀନ ପଦାର୍ଥ ହୋଇଯାଏ କାରଣ ତାହା ଦେଖାଯାଏ ନାହିଁ
ସମକକ୍ଷ : ଅସ୍ତିତ୍ୱହୀନ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
वह पदार्थ जिसकी सत्ता न हो।
हिंदू दर्शन के अनुसार जो कुछ हमें जागृत अवस्था में दिखाई पड़ता है वे भी सुप्तावस्था में अभावपदार्थ हो जाते हैं क्योंकि वे दिखाई नहीं पड़ते हैं।