ଅର୍ଥ : କୋଡ଼ିଏ ଆଉ ସାତ ମିଶି ହେଉଥିବା ସଂଖ୍ୟା
ଉଦାହରଣ :
ନଅକୁ ତିନିରେ ଗୁଣିଲେ ସତେଇଶ ହୁଏ
ସମକକ୍ଷ : ୨୭
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଇଂରେଜୀ ମାସର ସପ୍ତବିଂଶତିତମ ଦିନ ପଡ଼ୁଥିବା ତାରିଖ
ଉଦାହରଣ :
ସତେଇଶ ତାରିଖରେ ମୁଁ ଦିଲ୍ଲୀ ଯାଉଛି
ସମକକ୍ଷ : ସତେଇଶ ତାରିଖ