ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂମୂର୍ଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂମୂର୍ଛା   ବିଶେଷ୍ୟ

ଅର୍ଥ : ଅତ୍ୟଧିକ ଅଚେତନ ଅବସ୍ଥା ଯାହା ବିଶେଷ କରି ଲମ୍ବା ସମୟ ପର୍ଯ୍ୟନ୍ତ ରହେ ଏବଂ ଯାହା ବହୁତ କଠିନ ରୋଗ,ଆଘାତ ଆଦିର କାରଣରୁ ହୋଇଥାଏ

ଉଦାହରଣ : ଅତ୍ୟଧିକ ନିଦ ଔଷଧ ଖାଇଲେ ଆପଣଙ୍କର ବି କୋମା ହୋଇଯାଇପାରେ

ସମକକ୍ଷ : କୋମା, ସମ୍ମୂର୍ଛା


ଅନ୍ୟ ଭାଷାରେ ଅନୁବାଦ :

अत्यधिक बेहोशी की अवस्था जो विशेषकर लंबी समयावधि तक रहती है और जो बहुत ही गंभीर बीमारी, चोट आदि के कारण होती है।

नींद की अत्यधिक दवाइयाँ खाने से भी आप कोमा में जा सकते हैं।
कोमा, संमूर्छा, सम्मूर्छा

A state of deep and often prolonged unconsciousness. Usually the result of disease or injury.

coma, comatoseness