ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱାମୀ ବା ସ୍ତ୍ରୀଙ୍କ ପିତା
ଉଦାହରଣ : ରାଜା ଜନକ ଭଗବାନ ରାମଙ୍କ ଶଶୁର ଥିଲେ
ସମକକ୍ଷ : ଶଶୁର
ଅନ୍ୟ ଭାଷାରେ ଅନୁବାଦ :हिन्दी English
पत्नी के लिए पति के पिता तथा पति के लिए पत्नी के पिता।
The father of your spouse.
ଅର୍ଥ : ସ୍ତ୍ରୀର ବିଚାରରେ ତା ସ୍ୱାମୀଙ୍କ ପିତା
ଉଦାହରଣ : ରାଜା ଦଶରଥ ସୀତାଙ୍କ ଶ୍ୱଶୁର ଥିଲେ
ସଂସ୍ଥାପନ କରନ୍ତୁ