ଅର୍ଥ : ଜୈନମାନଙ୍କର ଚବିଶ ତୀର୍ଥଙ୍କରମାନଙ୍କ ମଧ୍ୟରୁ ଜଣେ
ଉଦାହରଣ :
ଶ୍ରେୟାଂଶନାଥ ଜୈନଧର୍ମର ଏକାଦଶତମ ତୀର୍ଥଙ୍କର ଥିଲେ
ସମକକ୍ଷ : ଶ୍ରେୟାଂଶ ନାଥ
ଅନ୍ୟ ଭାଷାରେ ଅନୁବାଦ :
जैनियों के चौबीस तीर्थंकरों में से एक।
श्रेयांसनाथ जैनधर्म के ग्यारहवें तीर्थंकर थे।