ଅର୍ଥ : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
ଉଦାହରଣ :
ସେ ଶୋଥରେ ପୀଡ଼ିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘଣ୍ଟିକା ଫୁଲିବାର ଏକ ରୋଗ
ଉଦାହରଣ :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
ଅନ୍ୟ ଭାଷାରେ ଅନୁବାଦ :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegaly