ଅର୍ଥ : ଶୃଙ୍ଗାର ସମ୍ବନ୍ଧୀୟ ବସ୍ତୁ ରଖିବାର ପାତ୍ର
ଉଦାହରଣ :
ଶୀଲାର ଶୃଙ୍ଗାରବାକ୍ସ କ୍ରିମ, ପାଉଡର, ଅତର ଆଦିରେ ଭର୍ତ୍ତି ହୋଇଛି
ସମକକ୍ଷ : ଶୃଙ୍ଗାରପେଡ଼ି
ଅନ୍ୟ ଭାଷାରେ ଅନୁବାଦ :
सिंगार संबंधी वस्तुएँ रखने का पात्र।
शीला का सिंगारदान क्रीम, पाउडर, इत्र आदि से भरा हुआ है।