ଅର୍ଥ : ବିଶେଷକରି ମାଂସ ନିମନ୍ତେ ପାଳନ କରାଯାଉଥିବା ଏକ ଗୃହପାଳିତ ପଶୁ
ଉଦାହରଣ :
ସେ ବଜାରରୁ ଘୁଷୁରୀ ମାଂସ କିଣିଲା ଆଜିକାଲି ଘୁଷୁରୀ ପାଳନକୁ ଏକ ବ୍ୟବସାୟ ବୋଲି ଗଣାଯାଉଛି
ସମକକ୍ଷ : ଘୁଷୁରୀ
ଅନ୍ୟ ଭାଷାରେ ଅନୁବାଦ :
एक पालतू पशु जो विशेषकर मांस के लिए पाला जाता है।
उसने बाजार से सूअर का मांस खरीदा।ଅର୍ଥ : ବନ୍ଧା ଯାଉନଥିବା ଅଣ୍ଡିରାଘୁଷୁରି
ଉଦାହରଣ :
ସେ ଅଣ୍ଡିରାଘୁଷୁରିର ଗଳାରେ ଫାଶ ପକାଉଛି
ସମକକ୍ଷ : ଅଣ୍ଡିରାଘୁଷୁରି, ସୂକର
ଅନ୍ୟ ଭାଷାରେ ଅନୁବାଦ :
* वह नर सूअर जो बधिया न किया गया हो।
वह सूअर का गला रेत रहा है।An uncastrated male hog.
boar