ଅର୍ଥ : ବସନ୍ତ ରୋଗର ଅଧିଷ୍ଠାତ୍ରୀ ଦେବୀ
ଉଦାହରଣ :
ସେ ଶୀତଳାଦେବୀଙ୍କ ପୂଜାରେ ମଗ୍ନ ଅଛି
ସମକକ୍ଷ : ବସଂତେଇ, ବସନ୍ତ ଦେବୀ, ବସନ୍ତେଇ, ମା ବସନ୍ତେଇ, ଶୀତଳା ମାତା, ଶୀତଳାଦେବୀ
ଅନ୍ୟ ଭାଷାରେ ଅନୁବାଦ :
चेचक रोग की अधिष्ठात्री देवी।
वह शीतला की पूजा में लीन है।A female deity.
goddessଅର୍ଥ : ଯେଉଁ ସଂକ୍ରାମକ ରୋଗରେ ଶରୀରରେ ଫୋଟକା ବାହାରି ପଡ଼େ
ଉଦାହରଣ :
ମାର୍ଚ୍ଚ, ଏପ୍ରିଲ ମାସରେ ବସନ୍ତ ରୋଗର ଅଧିକ ପ୍ରକୋପ ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :
A highly contagious viral disease characterized by fever and weakness and skin eruption with pustules that form scabs that slough off leaving scars.
smallpox, variola, variola major