ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୀତକଟିବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୀତକଟିବନ୍ଧ   ବିଶେଷ୍ୟ

ଅର୍ଥ : ପୃଥିବୀର ଯେଉଁ ଦୁଇ ବଡ଼ ବିଭାଗ ଭୂମଧ୍ୟରେଖାର ସାଢ଼େ ତେଇଶ ଡିଗ୍ରୀ ଉତ୍ତରର ପରେ ତଥା ସାଢ଼େ ତେଇଶ ଡିଗ୍ରୀ ଦକ୍ଷିଣର ପରେ ପଡ଼େ

ଉଦାହରଣ : ଶୀତକଟିବନ୍ଧରେ ବହୁତ ଅଧିକ ଥଣ୍ଡା ପଡ଼େ


ଅନ୍ୟ ଭାଷାରେ ଅନୁବାଦ :

पृथ्वी के वे दो बड़े विभाग जो भूमध्यरेखा से साढ़े तेइस अंश उत्तर के बाद तथा साढ़े तेइस अंश दक्षिण के बाद पड़ते हैं।

शीतकटिबंध में बहुत अधिक सरदी पड़ती है।
शीत-कटिबंध, शीत-कटिबन्ध, शीतकटिबंध, शीतकटिबन्ध

The part of the Earth's surface forming a cap over a pole. Characterized by frigid climate.

frigid zone, polar region, polar zone