ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଳଗ୍ରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଳଗ୍ରାମ   ବିଶେଷ୍ୟ

ଅର୍ଥ : ଭଗବାନ ବିଷ୍ଣୁଙ୍କ ରୂପଭାବେ ଗ୍ରହଣ କରାଯାଉଥିବା ଏକ ପ୍ରକାର ଗୋଲାକାର, ଚିକ୍କଣିଆ ପଥର

ଉଦାହରଣ : ଶାଳଗ୍ରାମକୁ ପୂଜା କରାଯାଏ ଭୂବିଜ୍ଞାନୀମାନଙ୍କ ମତାନୁସାରେ ଶାଳଗ୍ରାମ ଏକ ଜୀବାଶ୍ମ ପଥର


ଅନ୍ୟ ଭାଷାରେ ଅନୁବାଦ :

एक प्रकार का लगभग गोल, चिकना पत्थर जो भगवान विष्णु का रूप माना जाता है।

सालिग्राम की पूजा की जाती है।
भूविज्ञानियों के मतानुसार सालिग्राम एक जीवाश्म पत्थर है।
गंडकी-शिला, गण्डकी शिला, शालग्राम, शालिग्राम, शिलाहरि, सालिग्राम