ଅର୍ଥ : ଯେଉଁ ବ୍ୟକ୍ତି ଖେତରୁ ଶସ୍ୟ ଗୋଟାଇ ଜୀବନ ନିର୍ବାହ କରେ
ଉଦାହରଣ :
ଶସ୍ୟ ଗୋଟାଳି ବୁଲିବୁଲି ଖେତରେ ପଡ଼ିଥିବା ଶସ୍ୟ ଗୋଟାଉଛି
ସମକକ୍ଷ : ଶସ୍ୟ ଗୋଟାଳି
ଅନ୍ୟ ଭାଷାରେ ଅନୁବାଦ :
Someone who picks up grain left in the field by the harvesters.
gleaner