ଅର୍ଥ : ଯାହାପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥାଏ
ଉଦାହରଣ :
ଯୁଦ୍ଧରେ ନିରସ୍ତ୍ର ଯୋଦ୍ଧା ଉପରେ ଆକ୍ରମଣ କରିବା ଅଧର୍ମ
ଅନ୍ୟ ଭାଷାରେ ଅନୁବାଦ :
(used of persons or the military) not having or using arms.
Went alone and unarmed.ଅର୍ଥ : ବିନା ହତିଆରର
ଉଦାହରଣ :
ଅର୍ଜୁନ ଶସ୍ତ୍ରବିହୀନ କର୍ଣ୍ଣଙ୍କ ଉପରକୁ ବାଣ ନିକ୍ଷେପକଲେ
ସମକକ୍ଷ : ଶସ୍ତ୍ରବିହୀନ
ଅନ୍ୟ ଭାଷାରେ ଅନୁବାଦ :
Without a weapon.
weaponless