ଅର୍ଥ : ଏକ ବିଶେଷ ସମୟ ପର୍ଯ୍ୟନ୍ତ ରହୁଥିବା ଶନି ଗ୍ରହଙ୍କ ଅଶୁଭ ଦଶା ବା ପ୍ରଭାବ
ଉଦାହରଣ :
ଶନିସପ୍ତା ପ୍ରାୟତଃ ସାଢ଼େ ସାତବର୍ଷ, ସାଢ଼େ ସାତ ମାସ ବା ସାଢ଼େ ସାତଦିନ ପର୍ଯ୍ୟନ୍ତ ରହେ
ଅନ୍ୟ ଭାଷାରେ ଅନୁବାଦ :
एक विशेष समय तक रहनेवाली शनि ग्रह की अशुभ दशा या प्रभाव।
साढ़े साती प्रायः साढ़े सात वर्ष, साढ़े सात माह या साढ़े सात दिन तक रहती है।