ଅର୍ଥ : ବିରୋଧୀକୁ ପରାସ୍ତ କରିବାପାଇଁ ତା ବିରୋଧରେ ଅସ୍ତ୍ର ଉଠାଇବା
ଉଦାହରଣ :
ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କ ସହିତ ବୀରତାପୂର୍ବକ ଯୁଦ୍ଧ କଲେ
ସମକକ୍ଷ : ଯୁଦ୍ଧ କରିବା
ଅନ୍ୟ ଭାଷାରେ ଅନୁବାଦ :
विरोधी को परास्त करने के लिए उसके ख़िलाफ हथियार उठाना।
रानी लक्ष्मीबाई ने अँग्रेज़ों के साथ वीरतापूर्वक युद्ध किया।Make or wage war.
war