ଅର୍ଥ : ଫେରିବାର ଅବସ୍ଥା ବା ଭାବ
ଉଦାହରଣ :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
ସମକକ୍ଷ : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟାଣ, ଲେଉଟାଣି
ଅର୍ଥ : ଫେରାଇବା ବା ଫେରିବା, ଲେଉଟାଇବା ବା ଲେଉଟା ବା ବଦଳା ହୋଇଥିବା
ଉଦାହରଣ :
ତୁମେ ଲେଉଟା ବସ୍ତୁ ଗୁଡ଼ିକ ଘରେ ପହଞ୍ଚାଇ ଆସ
ସମକକ୍ଷ : ଅପବର୍ତ୍ତିତ
ଅନ୍ୟ ଭାଷାରେ ଅନୁବାଦ :