ଅର୍ଥ : ଲାତବିଆୟୀ ଭାଷା ସହିତ ସଂବନ୍ଧିତ ବା ଲାତବିଆୟୀ ଭାଷାର
ଉଦାହରଣ :
ଲାତବିଆୟୀ ସମାଚାର ପତ୍ରରେ ଛପା ସମାଚାର ଉପରେ ଚର୍ଚ୍ଚା ହେଉଛି
ଅର୍ଥ : ଲାତବିଆ ସଂବନ୍ଧିତ ବା ଲାତବିଆର
ଉଦାହରଣ :
ଏଠାରେ ଲାତବିଆୟୀ କଳାର ପ୍ରଦର୍ଶନୀ ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
Of or relating to or characteristic of Latvia or its people or language.
latvian