ଅର୍ଥ : ଭିଡ଼କୁ ଇତସ୍ତତଃ କରିବା ବା ହଟାଇବାପାଇଁ ପୋଲିସ ଆଦିଦ୍ୱାରା ଲାଠିରେ ପ୍ରହାର କରିବାର କ୍ରିୟା
ଉଦାହରଣ :
ପୋଲିସ ଲାଠିପ୍ରହାର କରିବାମାତ୍ରେ ଧାଁ ଧଉଡ଼ ଆରମ୍ଭ ହୋଇଗଲା
ସମକକ୍ଷ : ଲାଠିପ୍ରହାର, ଲାଠିମାଡ଼
ଅନ୍ୟ ଭାଷାରେ ଅନୁବାଦ :
भीड़ को तितर-बितर करने या हटाने के लिए पुलिस आदि द्वारा लाठी से प्रहार करने की क्रिया।
पुलिस के लाठी-चार्ज करते ही भगदड़ मच गई।