ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଲାଞ୍ଚ ନିଏ
ଉଦାହରଣ : ଜଣେ ଲାଞ୍ଚଖୋର ପାଇଁ ସାରା ବିଭାଗ ବଦନାମ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो रिश्वत लेता हो।
ଉଦାହରଣ : ଲାଞ୍ଚଖୋର ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ
ସମକକ୍ଷ : ଘୁଷଖିଆ
जो रिश्वत लेता हो।
ସଂସ୍ଥାପନ କରନ୍ତୁ