ଅର୍ଥ : ସର୍ବସାଧାରଣଙ୍କ ପଢ଼ିବା ଏବଂ ସନ୍ଦର୍ଭପାଇଁ ରଖାଯାଇଥିବା ପୁସ୍ତକ ଭବନ ବା ଘର
ଉଦାହରଣ :
ଏହି ପୁସ୍ତକାଳୟରେ ସବୁ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି
ସମକକ୍ଷ : ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ପାଠାଗାର, ପୁସ୍ତକାଗାର, ପୁସ୍ତକାଳୟ
ଅନ୍ୟ ଭାଷାରେ ଅନୁବାଦ :
वह भवन या घर जिसमें अध्ययन और संदर्भ के लिए पुस्तकें रखी गई हों और जहाँ से सर्वसाधारण को पढ़ने के लिए पुस्तकें मिलती हों।
इस पुस्तकालय में हर विषय से संबंधित पुस्तकें हैं।