ଅର୍ଥ : ଯେଉଁ ମୋଟରଗାଡ଼ିରେ ଜିନିଷପତ୍ର ଲଦିବାପାଇଁ ସ୍ଥାନ ଥିବାସହିତ ଲୋକମାନେ ବସିବାପାଇଁ ମଧ୍ୟ ସ୍ଥାନଥାଏ
ଉଦାହରଣ :
କ୍ଷୀପ୍ରଗତିରେ ଆସୁଥିବା ଲରିଟି ଜଣେ ସାଇକେଲ ଚାଳକକୁ ଧକ୍କା କରିଦେଲା
ଅନ୍ୟ ଭାଷାରେ ଅନୁବାଦ :
एक प्रकार की मोटरगाड़ी जिसमें सामान लादने की जगह के साथ-साथ आदमियों के बैठने की जगह भी होती है।
तेज गति से आ रही लारी ने एक साइकिल सवार को ठोकर मार दी।