ଅର୍ଥ : କାଗଜର ଏକ ଚାରିକୋଣିଆ ଘର ବା ଆଚ୍ଛାଦନ ଯାହା ଭିତରେ ଚିଠିଆଦି ରଖାଯାଏ
ଉଦାହରଣ :
ବାପାଙ୍କଦ୍ୱାରା ପଠା ଯାଇଥିବା ଲଫାଫା ପାଇ ସେ ବହୁତ ଖୁସି ହେଲା
ଅନ୍ୟ ଭାଷାରେ ଅନୁବାଦ :
कागज का वह चौकोर घर या पुट जिसके अंदर चिट्ठियाँ आदि रखी जाती हैं।
पिताजी द्वारा भेजा हुआ लिफाफा पाकर वह बहुत प्रसन्न हुआ।
लिफ़ाफ़ा,
लिफाफा