ଅର୍ଥ : ତିନି ଚକିଆ ଏକ ଯାତ୍ରୀବାହୀ ଗାଡ଼ି ଯେଉଁଥିରେ ବ୍ୟକ୍ତି ସାଇକେଲ ଭଳି ପେଡ଼ାଲ ମାରି ଚଲାଏ
ଉଦାହରଣ :
ବୁଢ଼ା ରିକ୍ସା ଚାଳକ ରିକ୍ସା ଚଲାଇବା ସମୟରେ ଧଇଁସଇଁ ହେଉଥିଲା
ସମକକ୍ଷ : ରିକ୍ସା
ଅନ୍ୟ ଭାଷାରେ ଅନୁବାଦ :
तीन पहियों की एक छोटी सवारी गाड़ी जिसे आदमी साइकिल की तरह पैडल मारकर चलाता है।
वृद्ध रिक्शा चालक रिक्शा चलाते समय हाँफ रहा था।