ଅର୍ଥ : ମଇଦାକୁ ନବେଲି ହାତରେ ମେଲାଇ ତିଆରି କରାଯାଇଥିବା ବହୁତ ପତଳା ରୁଟି
ଉଦାହରଣ :
ରୋଷେଇଆ ରୁମାଲୀ ରୁଟି ଉପରକୁ ଫୋପାଡିଲା
ସମକକ୍ଷ : ରୁମାଲୀ ରୁଟି
ଅନ୍ୟ ଭାଷାରେ ଅନୁବାଦ :
मैदे की बिना बेले हाथ से फैलाकर बनाई हुई बहुत पतली रोटी।
रसोइए ने रुमाली रोटी को हवा में उछाला।